Jump to content

କୁମ୍ଭାବାଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭାବାଡ଼ି
ଉଚ୍ଚାରଣ: Kumbhābāṟḍ̠i

ଦେ. ବି —

ଭୟଙ୍କର ମାରାତ୍ମାକ ହଇଜା; ଚନ୍ଦ୍ରବାଡ଼ି — Virvlent Asiatic Cholera.

[ଦ୍ର—ଏଥିରେ କୁମ୍ଭରୁ ପାଣି ଢାଳିଲା ପରି ଝାଡ଼ା ହୁଏ ସାଙ୍ଗେ ସାଙ୍ଗେ ସନ୍ଧି ହୋଇ ମୃତୃ ହୁଏ]