କୁମ୍ଭାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭାର
ଉଚ୍ଚାରଣ: Kumbhāra
(କୁମ୍ଭାରୁଣି—ସ୍ତ୍ରୀ) কুমার कुम्हार

ଦେ. ବି. (ସଂ. କୁମ୍ଭକାର) —

ମାଟି ପାତ୍ର ତିଆରି କରିବା ବ୍ୟକ୍ତି ବା ଜାତି —Potter.

କୁମ୍ଭାରବହୁ, ଝାଟିକି ନ ଗଲେ ମାଟିକି ଯାଉ—ପ୍ରବଚନ