Jump to content

କୁମ୍ଭାରପୋକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭାରପୋକ
ଉଚ୍ଚାରଣ: Kumbhārapoka
কুমরেপোকা कुम्हाइन कीडा; धिरनी

ଦେ. ବି(ସଂ. କୁମ୍ଭାକାର ଓ କୀଟ) —

କୁମ୍ଭକାର କୀଟ (ଦେଖ) Kumbhakāra kīṭa (See)

[ଦ୍ର—ଏମାନଙ୍କର ଦୁଇଟି ପକ୍ଷୀ ଓ ୬ଟି ପାଦ ଅଛି ଦେହରେ ରଙ୍ଗ ହଳଦିଆ ଓ ମଯୁରକଣ୍ଠିଆ ଏମାନେ ମାଟିରେ ଗୋଲାକାର ବସା ତିଆରି କରନ୍ତି ଓ ସେଥି ମଧ୍ୟରେ ଶାଗୁଆ ରଙ୍ଗର ଏକପ୍ରକାର ପୋକକୁ ଧରି ଆଣି ରଖି ସେହି ବସାର ମୁହଁକୁ ମାଟିଦ୍ବାରା ବନ୍ଦ କରି ଦିଅନ୍ତି କେତେକ ଦିନ ପରେ ସେହି ବସା ମଧ୍ୟରୁ ତାହାପରି ଗୋଟିଏ ପୋକ ସେହି ବସାର ମୁହଁକୁ କାଟି ମେଲାକୁ ବାହାରି ଉଡ଼ିଯାଏ]