Jump to content

କୁମ୍ଭାର ଚକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭାର ଚକ
ଉଚ୍ଚାରଣ: Kumbhāra chaka
কুমারের চাকা कुम्हारका चाक

ଦେ. ବି (ସଂ. କୁମ୍ଭକାର+ଚକ୍ର) —

ଯେଉଁ ଚକ ସାହାଯ୍ୟରେ କୁମ୍ଭାର ମାଟି ପାତ୍ରମାନ କରେ —Potter's wheel.