Jump to content

କୁମ୍ଭିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭିକା
ଉଚ୍ଚାରଣ: Kumbhikā

ସଂ. ବି. (କୁମ୍ଭିକ+ଆ) —

୧: କ୍ଷୁଦ୍ର ଘଟ; ଠେକି; ଘଡ଼ି — ୧. A small water-pitcher.

୨: ଶୈବାଳ —୨. Moss.

୩: ଜଳକୁମ୍ଭୀ; ବାରିପର୍ଣ୍ଣୀ; ଏକପ୍ରକାର ଦଳ; ବୋରଝା଼ଞ୍ଜି — ୩. A kind of acquatic plant.

୪: ବେଶ୍ୟା —୪. Harlot.

୫: ନେତ୍ରରୋଗବିଶେଷ — ୫. A disease of the eyes.