Jump to content

କୁମ୍ଭିଳକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭିଳକ
ଉଚ୍ଚାରଣ: Kumbhiḻaka

ସଂ. ବି. (କୁମ୍ଭ+ଇଳ +କ) —

୧: ଚୌର —୧. Thief.

୨: ଶ୍ଳୋକାର୍ଥ ଚୌର; ଯେଉଁ ବ୍ୟକ୍ତି ପର ରଚିତ ଭାବ ବା ଶ୍ଳୋକାଂଶକୁ ଗ୍ରହଣ କରି ଶ୍ଳୋକରଚନା କରେ — ୨. A plagiarist.

୩: ଶାଳକ —୩. Wife's brother.

୪: ଶାଳ (ଗଛ) (ଦେଖ) ୪. Ṡāḻa (tree) (See)

୫: ଶାଳ(ମାଛ) (ଦେଖ) ୫. Ṡāḻa (fish) (See)

୬: ଗର୍ଭକାଳ ପୂର୍ଣ୍ଣ ନ ହେଉଣୁ ପ୍ରସୂତ ବାଳକ — ୬. A child born before time.