କୁମ୍ଭୀ
କୁମ୍ଭୀ —
ଉଚ୍ଚାରଣ: Kumbhī
ସଂ. ବି. ପୁଂ(କୁମ୍ଭ+ଇନ;୧: ମା.୧: ବା.) —
୧: ହସ୍ତୀ —୧. Elephant.
ବାର୍ଦ୍ଧିଏ ଏମନ୍ତ ବୁଦ୍ଧି ପ୍ରକତିଟ ସ୍ୟଦନ ତୁମ୍ଭୀ ତରଙ୍ଗ— ଭଞ୍ଜ. ବୈବେହୀଶବିଳାସ
୨: କୁମ୍ଭୀର —୧. Alligater; crocodile.
୩: ମତ୍ସ୍ୟବିଶେଷ —୩. A kind of large fish.
୪: କୁମ୍ଭାର ପୋକ —୪. A kind of wasp.
୫: ରାକ୍ଷସବିଶେଷ —୫. Name of a demon.
୬: (ସ୍ତ୍ରୀ) (କୁମ୍ଭ+ସ୍ତ୍ରୀ. ଈ) କ୍ଷୂଦ୍ର କଳସୀ; ଘଡ଼ି — ୬. A small water-jar.
୭: (ସ୍ତ୍ରୀ) ବେଶ୍ୟା —୭. Whore; prostitute.
୮: (କ୍ଳୀବ) ଗୁଗ୍ଗୁଳ —୮. A fragrant resin.
୯: କଟଫଳ; କାଫଡ଼ ଓ ଏଥିରେ ଛାଲ — ୯. Myrica Sapoda tree and its medical bark.
ବ୍ରାହ୍ମଣୀଆ ଯେ କୁମ୍ଭୀ ବାହାଡ଼ା ଅଏଁଳା—କୃଷ୍ଣସିଂହ. ମହାଭାରତ. ବନ
୧: ଶସ୍ୟର ପରିମାଣବିଶେଷ — ୧୦. Measure of grain.
୧୧: ଚୂଲି —୧୧. Oven.
୧୨: ମାଟିହାଣ୍ଡି; ପାକସ୍ଥାଳୀ; ପାକହାଣ୍ଡି — ୧୨. Cooking pot.
୧୩: କୁମ୍ଭି ୨: (ଦେଖ) ୧୩. Kumbhi. ୨. (See)
୧୪: ବୋରଝାଞ୍ଜି (ଦେଖ) ୧୪. Borajhān̄ji (See)
୧୫: ପୃର୍ଷ୍ଣୀପର୍ଣ୍ଣୀ (ଦେଖ) ୧୫. Pṛushṇīparṇṇī (See)