Jump to content

କୁମ୍ଭୀକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭୀକ
ଉଚ୍ଚାରଣ: Kumbhīka

ସଂ. ବି. (କୁମ୍ଭୀ+କ) —

୧: ପୁନ୍ନାଗ (ଦେଖ) ୧. Punnāga (See)

୨: ନାଗକେଶର (ବୃକ୍ଷ) (ଦେଖ) ୨. Nāgakeṡara (tree) (See)

୩: ପୁଂମୈଥୁନାର୍ଥ ନିଯୋଜିତ ବାଳକ — ୩. A catamite.