କୁମ୍ଭୀପାକ
ଦେଖଣା
କୁମ୍ଭୀପାକ —
ଉଚ୍ଚାରଣ: Kumbhīpāka
ସଂ. ବି. (କୁମ୍ଭୀ=ହାଣ୍ଡୀ+ପାକ) —
୧: ହାଣ୍ଡିରେ ରନ୍ଧା ହୋଇଥିବା ଖାଦ୍ୟ — ୧. Food cooked in an earthen pot.
୨: ନରକବିଶେଷ — ୨. A particular part of the hell (of the Hindu books).
[ଦ୍ର—ଏଥିରେ ପାପିମାନଙ୍କୁ ହାଣ୍ଡିରେ ପାକ କଲା ଭଳି ଅଗ୍ନିରେ ପାକ କରାଯାଏ]