କୁମ୍ଭୀର
ଦେଖଣା
କୁମ୍ଭୀର —
ଉଚ୍ଚାରଣ: Kumbhīra
কিমীর
मगर
ସଂ. ବି. (କୁମ୍ଭୀ=ମତ୍ସ୍ୟାଦି+ରା ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ) —
କିମ୍ଭୀର (ଦେଖ) Kimbhrīra (See)
[ଦ୍ର—ଏମାନେ ସରୀସୃପ, ଅଣ୍ଡଜ ଓ ଉଭୟଚର ଏମାନଙ୍କର ଲାଞ୍ଜ କରତ ପରି ଦନ୍ତୁର ଓ ଦାଢୁ଼ଆ ଏମାନେ ଜଳାଶୟକୂଳରେ ଶୁଖିଲାରେ ଗର୍ତ୍ତ କରି ରହନ୍ତି ଏମାନଙ୍କର ମଳଦ୍ବାରା ନାହିଁ ଓ ଏମାନେ ୟାହା ଖାଆନ୍ତି ତାହା ପଟିବାଟେ ବାନ୍ତି କରନ୍ତି ଏମାନେ ପାଞ୍ଚ ପ୍ରକାର; ଯଥା—୧: . ଗୁହୁମୁହାଁ ବା ଗୋମୁହାଁ, ୨: . ଥଣ୍ଟିଆ ବା ମାଛୁଆ, ୩: . ଘଡ଼ିଅଳ ବା ଘଡ଼ିଆଳ ବା ଦାଢ଼ିଆଣୀ, ୪: . କୁଜି, ଓ ୫: . ଶଙ୍ଖୁଆ]