Jump to content

କୁମ୍ଭୀରଦୈତ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁମ୍ଭୀରଦୈତ୍ୟ
ଉଚ୍ଚାରଣ: Kumbhīrad&aline;i̱tya

ଦେ. ବି. (ସଂ. କିର୍ମୀର) —

ରାକ୍ଷସବିଶେଷ — Name of a demon.

[ଦ୍ର—ପାଣ୍ଡବମାନେ ଜତୁଗୃହରୁ ପଳାଇ ସୁରନଦୀ ପାର ହେଲାବଳେ ଭୀମସେନ ସେହି ନଦୀକୁ ଡେଇଁ ଏହି ରାକ୍ଷସର ଗର୍ଭକୁ ଚିରି ତାକୁ ବିନାଶ କରିଥିଲେ]