Jump to content

କୁରଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରଙ୍ଗ
ଉଚ୍ଚାରଣ: Kuraṅga

ସଂ. ବି. (କୁର୍ ଧାତୁ=ଶବ୍ଦ କରିବା+ସଂଜ୍ଞାର୍ଥେ. ଅଙ୍ଗ) —

୧: ମୃଗ —୧. Deer.

୨: ଖୁରୁଙ୍ଗ — ୨. Small deer.

୩: ଚିତ୍ରହରିଣ; ବାହୁଟିଆ —୩. Spotted deer.

ଦେ. ବି. —

୧: କୁତ୍ସିତ ସ୍ବଭାବ —୧. Bad conduct.

ବିଲୋକେ କୁରଙ୍ଗ ହେଲେ, ବଳୀ ଯେତେ ରକ୍ଷ ଥିଲେ ଭଞ୍ଜ. ବୈଦେହୀଶବିଳାସ

୨: ବଦ୍ରଙ୍ଗ —୨. Bad colour.

୩: ଲାଲ ରଙ୍ଗ —୩. Red colour.

ନୟନ କୁରଙ୍ଗ ତୋର ସର୍ବ ସମ୍ମତିରେ ନ କରିବୁଟି କୁରଙ୍ଗ କହୁଅଛି ବାରେ ଭଞ୍ଜ. ପ୍ରେମସୁଧାନିଧି