Jump to content

କୁରଙ୍ଗଦୃଶା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରଙ୍ଗଦୃଶା
ଉଚ୍ଚାରଣ: Kuraṅgadṛuṡā

ସଂ. ବିଣ. ସ୍ତ୍ରୀ. (ବହୁବ୍ରୀହି; କୁରଙ୍ଗର ନୟନ ପରି ଚଞ୍ଚଳ ଏବଂ ମନୋହର ନୟନ ୟାହାର) —

ମୃଗନୟନା (ସ୍ତ୍ରୀ); ସୁନ୍ଦର ଚକ୍ଷୁଯୁକ୍ତା (ସ୍ତ୍ରୀ) — (a women) With eyes like those of the deer (small and long)