କୁରଙ୍ଗନାଭି
ଦେଖଣା
କୁରଙ୍ଗନାଭି —
ଉଚ୍ଚାରଣ: Kuraṅganābhi
ସଂ. ବି. (୬: ଷ୍ଠୀ ତତ୍; ଏହା ମୃଗର ନାଭି ଦେଶରେ ଜନ୍ମେ) —
ମୃଗନାଭି; କସ୍ତୁରୀ —Musk.
କୁରଙ୍ଗନାଭି —
ଉଚ୍ଚାରଣ: Kuraṅganābhi
ସଂ. ବି. (୬: ଷ୍ଠୀ ତତ୍; ଏହା ମୃଗର ନାଭି ଦେଶରେ ଜନ୍ମେ) —
ମୃଗନାଭି; କସ୍ତୁରୀ —Musk.