କୁରଣ୍ଟ
ଦେଖଣା
କୁରଣ୍ଟ —
ଉଚ୍ଚାରଣ: Kuraṇṭa
ସଂ. ବି. (କୁର୍ ଧାତୁ= ଶବ୍ଦ କରିବା+କର୍ତ୍ତୃ. ଅଣ୍ଟ) —
ଅଅଁଳେଇଫୁଲର ଗୁଳ୍ମ (ଏଥିରେ ଫୁଲ ହଳଦିଆ ଓ ନାଲି) — Yellow and red Amaranth; the Barleria Cristata.
[ଦ୍ର—୧: ହଳଦିଆ ଫୁଲବିଶିଷ୍ଟ ଗୁଳ୍ମ (ସଂ. କୁରଣ୍ଟକ); ୨: ନେଳି ଫୁଲବିଶିଷ୍ଟ ଗୁଳ୍ମ (ସଂ. ବାଣା); ୩: ନାଲି ଫୁଲବିଶିଷ୍ଟ ଗୁଳ୍ମ (ସଂ. କୁରୁବକ)]