କୁରଣ୍ଡ
ଦେଖଣା
କୁରଣ୍ଡ —
ଉଚ୍ଚାରଣ: Kuraṇḍa
ସଂ. ବି. (କୁ+ରୁମ୍ ଧାତୁ= କ୍ରୀଡ଼ା କରିବା+କର୍ତ୍ତୃ. ଡ; ଏହା ମନୁଷ୍ୟର ବୀର୍ୟ୍ୟର କ୍ରୀଡ଼ା ନାଶ କରେ) —
୧: ଅଣ୍ଡବୃଦ୍ଧି ରୋଗ; କୋଷବୃଦ୍ଧି —୧. Enlargement of the scrotum; hydrocele; scrotal tumour.
୨: ବେଶେଷ ବୃଦ୍ଧିପ୍ରାପ୍ତ ଅଣ୍ଡକୋଷ — ୨. Very large testicle.