କୁରର
ଦେଖଣା
କୁରର —
ଉଚ୍ଚାରଣ: Kurara
(କୁରରୀ—ସ୍ତ୍ରୀ)
ସଂ. ବି. ପୁଂ. (କୁର୍ ଧାତୁ= ଛେଦନ କରିବା+କର୍ତ୍ତୃ. ଅର; ଯେ କରୁଣ ଧ୍ଵନି ଦ୍ବାରା ମନୁଷ୍ୟର ଧୈର୍ୟ୍ୟ ନଷ୍ଟ କରେ; କିମ୍ବା କୁର୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅର) —
୧: ଏକପ୍ରକାର ଛଞ୍ଚାଣ ପକ୍ଷୀ; ଉତ୍କ୍ରୋଷ ପକ୍ଷୀ; କ୍ରୌଞ୍ଚ ପକ୍ଷୀ — ୧. The Osprey (emitting a plaintive sound resembling lamentation).
କାଦମ୍ବ ଚକ୍ରବାକ କୁରର କାରଣ୍ଡବ କୃଷ୍ଣସିଂହ. ମହାଭାରତ. ବନ
୨: ମେଣ୍ଢା —୨. Ram.