Jump to content

କୁରାଢ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରାଢ଼ିଆ
ଉଚ୍ଚାରଣ: Kurāṟḍ̠ẖiā
কোদালিয়া

ଦେ. ବି —

୧: ଶିମ୍ବାଦି ବର୍ଗର ବନ୍ୟ ଲତାମୟ କ୍ଷୁଦ୍ର ଶାକ— ବିଶେଷ —୧. Desmodium Triflorium; probably Tephosia Purpuria (a herb).

[ଦ୍ର—ଏହାର ପତ୍ର ତ୍ରିପର୍ଣ୍ଣ, ଫୁଲ ଛୋଟ ଓ ନେଳିଆ]

୨: କୁରାଢ଼ିଆ ଘାସ (ଦେଖ) ୨. Kurāṟḍ̠ẖiā ghāsa (See)