କୁରାଳଚକ୍ର
ଦେଖଣା
କୁରାଳଚକ୍ର —
ଉଚ୍ଚାରଣ: Kurāḻachakrā
ଦେ. ବି.—(ସଂ. କୁଲାଳଚକ୍ର) —
କୁମ୍ଭାର ଚକ୍ର — A potter's wheel.
କହି ହେଲେ ଅନ୍ତରହିତ, କୁରାଳ ଚକ୍ର ପରାଯେ ଭ୍ରମିଲା ଚିତ୍ତ ଛାନ୍ଦରତ୍ନାକର
କୁରାଳଚକ୍ର —
ଉଚ୍ଚାରଣ: Kurāḻachakrā
ଦେ. ବି.—(ସଂ. କୁଲାଳଚକ୍ର) —
କୁମ୍ଭାର ଚକ୍ର — A potter's wheel.
କହି ହେଲେ ଅନ୍ତରହିତ, କୁରାଳ ଚକ୍ର ପରାଯେ ଭ୍ରମିଲା ଚିତ୍ତ ଛାନ୍ଦରତ୍ନାକର