Jump to content

କୁରାଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରାଳି
ଉଚ୍ଚାରଣ: Kurāḻi

ଦେ. ବି. (ସଂ. କୁର୍ ଧାତୁ; ତୁଳ. ସଂ. କୋଳାହଳ; କଲ୍ଲୋଳ) —

ହାସ୍ୟ ବା କ୍ରୋଧର ଗର୍ଜନ ଧ୍ଵନି —The roaring sound of loud laugh or anger.

ଅନେକ ଲୋକ ତହିଁ ମିଳି ଦେଇଣ କୁହାଟ କୁରାଳି ରାମଦାସ. ଦାର୍ତ୍ୟତାଭକ୍ତ