କୁରୁକୁରୁ
ଦେଖଣା
କୁରୁକୁରୁ —
ଉଚ୍ଚାରଣ: Kurukuru
ଦେ. ଅ. (ଧ୍ଵନ୍ୟକରଣ) —
ଅଳ୍ପ ଧ୍ଵନି କରି ହସିବାର ଶବ୍ଦ; କୁର୍କୁର୍ —Sound of sweet giggling laughter.
ଦେ. କ୍ରି. ବିଣ —
ଅଳ୍ପ ଧ୍ଵନିଯୁକ୍ତ ହାସ୍ୟ କରି —Giggling.
ଏମନ୍ତେ ପାଞ୍ଚି ରାଜ କହିଲା କୁର୍କୁର୍ ସାରଳା. ମହାଭାରତ. ଆଦି