କୁରୁକ୍ଷେତ୍ରୀ ୟୋଗ
ଦେଖଣା
କୁରୁକ୍ଷେତ୍ରୀ ଯୋଗ —
ଉଚ୍ଚାରଣ: Kurushetrī J̄oga
ସଂ. ବି —
ଜ୍ଯୋତିଷୋକ୍ତ ଶୁଭ ଯୋଗବିଶେଷ; ଯେଉଁ ଏକ ସୌରଦିନ ବା ୨୪: ଘଣ୍ଟା ମଧ୍ୟରେ ୩:ଟି ତିଥି, ୩:ଟି ନକ୍ଷତ୍ର ଓ ୩:ଟି ଯୋଗ ଏକାଠେଇଁ ପଡ଼େ —A solar day in which ୩ lunner days, ୩ asterisms and ୩ J̄ogas occur.