କୁରୁକ୍ଷେତ୍ର ବ୍ଯାପାର
ଦେଖଣା
କୁରୁକ୍ଷେତ୍ର ବ୍ୟାପାର —
ଉଚ୍ଚାରଣ: Kurukshetra byāpāra
তুমুল ঝগড়া
महाभारत
ଦେ. ବି —
୧: କୁରୁକ୍ଷେତ୍ର ଯୁଦ୍ଧ ପରି ପୃଥିବୀ— ବ୍ୟାପି ବିରାଟ ଯୁଦ୍ଧ — ୧. A tremendous fight; an armageddon.
୨: ଗଣ୍ଡଗୋଳ; ଘଣ୍ଟାଚକଟା; ଘୋର କଳିକଜିଆ — ୨. A great row; fierce agitation.