କୁରୁଜାଙ୍ଗଳ
ଦେଖଣା
କୁରୁଜାଙ୍ଗଳ —
ଉଚ୍ଚାରଣ: Kurujāṅgaḻa
ସଂ. ବି —
୧: କୁରୁକ୍ଷେତ୍ର (ଦେଖ) ୧. Kurukshetra (See)
କୁରୁଜାଙ୍ଗଲକୁ ଲଙ୍ଘିଲେ ଯିବାରେ କୃଷ୍ଣସିଂହ. ମହାଭାରତ. ସଭା
୨: ପାଞ୍ଚାଳ ଦେଶରେ ପଶ୍ଚିମରେ ଅବସ୍ଥିତ ପ୍ରାଚୀନ ଦେଶ— ବିଶେଷ —୨. Name of an ancient country to the west of Pān̄chāḻa.
ରଥେ ବସିଲେ ଚକ୍ରପାଣି, କୁରୁଜାଙ୍ଗଳ ଦେଶ ଜିଣି ସାରଳା. ମହାଭାରତ. ବନ