Jump to content

କୁରୁଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରୁଡ଼
ଉଚ୍ଚାରଣ: Kuruṟḍ̠a

ପ୍ରାଦେ. (ସମ୍ବଲପୁର) ବି —

ହଳ ହୋଇଥିବା ବିଲର ବନ୍ଧୁର ଶୁଖିଲା ମାଟିକୁ ଚଳାଇ ବିଲକୁ ସମତଳ ପାଇଁ ବ୍ୟବହୃତ ମଇ —A ladder for levelling a ploughed field.