Jump to content

କୁରୁଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରୁଡ଼ିବା
ଉଚ୍ଚାରଣ: Kuruṟḍ̠ibā

ପ୍ରାଦେ. (ସମ୍ବଲପୁର) କ୍ରି —

ମଇ ଦେବା; ମଇ ଦେଇ ଚାଷ— ଜମିକୁ ସମାନ କରିବା —To level up a ploughed field by dragging a ladder over it.

कुरलना

ଦେ. କ୍ରି. (ସଂ. କଳରବ) —

ଅତ୍ୟନ୍ତ ଅହ୍ଲାଦରେ ହସିବା; ଅଟ୍ଟହାସ କରିବା —To laugh loudly in glee.