Jump to content

କୁରୁତାନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରୁତାନ୍ତ
ଉଚ୍ଚାରଣ: Kurutānta

ଗ୍ରା. (ପଦ୍ୟ) ବି. (ସଂ. କୃତାନ୍ତ) —

ୟମ — J̄ama; the God of death

ତାହାକୁ ନେବା ପାଇଂ ବସିଛି କୁରୁତାନ୍ତ—ପୀତାମ୍ବର. ନୃସିଂହପୁରାଣ