Jump to content

କୁରୁପଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରୁପଣ
ଉଚ୍ଚାରଣ: Kurupaṇa

ଗ୍ରା. (ପଦ୍ୟ) ବିଣ. (ସଂ. କୃପଣ) —

କୃପଣ (ଦେଖ) Kṛupaṇa (See)

କୁରୁପଣ ଲୋକେ ସହାୟ କରି ପରି—କୃଷ୍ଣସିଂହ. ମହାଭାରତ. ଭଦ୍ଯୋଗ