କୁରୁପାଣ
ଦେଖଣା
କୁରୁପାଣ —
ଉଚ୍ଚାରଣ: Kurupāṇa
ଦେ. ବି —
ପ୍ରଳୟରହିତ ସ୍ଥାନ —A place which is free from flood or dissolution.
କୁରୂପାଣ ଦେହେ ସମ୍ବାନ୍ତି ଯାଇ ଯେଉଁଠାକୁ ପାର୍ଥ ପ୍ରଳୟ ନାହିଁ—ପ୍ରାଚୀ. ପରଚେଗୀତ
ଗ୍ରାମ୍ୟ (ପଦ୍ୟ)ବି. —
କୃପାଣ (ଦେଖ) —Kṛupāṇa (See)