କୁରୁମି
ଦେଖଣା
କୁରୁମି —
ଉଚ୍ଚାରଣ: Kurumi
ক্রিমি
किरमी
ଗ୍ରା. ବି. (ସଂ. କୃମି; ତୁଳ. ଫା. କିରମ୍) —
୧: ବିଷ୍ଠା ମଧ୍ୟରେ ଥିବା ଧଳା କ୍ଷୁଦ୍ର ପୋକ — ୧. Intestinal worms; worms in the belly.
୨: ପେଟରେ କୃମି ଜନ୍ମିବା ରୋଗ — ୨. A disease in which round worms infest the abdomen and the intestines.
ପ୍ରାଦେ. (ସମ୍ବଲପୁର) ବି —
କୃଷକ ଜାତିବିଶେଷ — The Kurmi caste of agriculturists.
[ଦ୍ର—ଏମାନେ ମହାରାଷ୍ଟ୍ର, ସମ୍ବଲପୁର ଓ ବିହାର ଆଦି ଅଞ୍ଚଳରେ ବାସ କରନ୍ତି, ଏମାନେ କୃଷି କର୍ମରେ ବିଶେଷ ପରିଶ୍ରମ କରନ୍ତି]