Jump to content

କୁରୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁରୁର
ଉଚ୍ଚାରଣ: Kurura

ଦେ. ବି. (ସଂ. କୁରର) —

ଛଞ୍ଚାଣ; ମାଟିଆ ଚିଲ — Hawk; Osprey.

କି ଅବା ଭକ୍ଷିଲା କୁରୁର ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ