କୁର୍କୁର୍
ଦେଖଣା
କୁର୍କୁର୍ —
ଉଚ୍ଚାରଣ: Kurkur
कुरकुर
ଦେ. (ଧ୍ଵନ୍ୟାନୁକାର) ଅ. —
ମଧୁରଧ୍ଵନିଯୁକ୍ତ ହାସ୍ୟର ଶବ୍ଦ — Sound of sweet loud laugh or giggling sound.
ଗ୍ରା. ବି. (ସଂ. କୁକ୍କୁର) —
କୁକ୍କୁର —Dog.
ମାଙ୍କଡ଼ଙ୍କ ଘରେ କୁର୍କୁର୍ ପଶିଲେ ହୋମ କରତେ ସ୍ବାହା—କାହାଣୀଗୀତା