Jump to content

କୁର୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁର୍ଗ
ଉଚ୍ଚାରଣ: Kurga

ଦେ. ବି. (ସ୍ଥାନର ନାମ) —

ଦାକ୍ଷିଣାତ୍ୟର ରାଜ୍ୟବିଶେଷ — The territory of Coorg in South India.

[ଦ—ଏହା ମହୀଶୂରର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ଏହାର ରାଜଧାନୀ ମେକାରା]