Jump to content

କୁର୍ଚି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁର୍ଚି
ଉଚ୍ଚାରଣ: Kurchi
কুর্সী कुर्सी

ବୈଦେ. ବି. (ଆ. କୁର୍ସୀ) —

ଖୁରୁଚି; ଚଉକି — Chair.

[ଦ୍ର—ଜଣେ ଲୋକ ବସି ପାରିବ ଭଳି ଗୋଡ଼ ବା ଖୁରା ଥିବା ଆସନ, ୟହିଁରେ ଆଉଜିବା ପାଇଁ ପିଠିଆଡ଼େ ବାଡ଼ ଥାଏ ଓ ହାତ ରଖିବା ପାଇଁ ବାହା ମଧ୍ୟ ଥାଏ ତାକୁ କୁର୍ଚି ବା କୁର୍ସୀ ବୋଲାଯାଏ]