କୁର୍ଣ୍ଣି
ଦେଖଣା
କୁର୍ଣ୍ଣି —
ଉଚ୍ଚାରଣ: Kurṇṇi
ପ୍ରାଦେ. (ସମ୍ବଲପୁର) ବି —
ଦୁଧକୋରୁଅ; ଦୁଧ ଆଉଟା ହୋଇଥିବା ହାଣ୍ଡି ଦେହରେ ଲାଗିଥିବା ବୋଳ — A layer formed on the buttom and sides of the pot in which milk is boiled.