Jump to content

କୁର୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁର୍ତି
ଉଚ୍ଚାରଣ: Kurti
কুর্তী कुरती

ବୈଦେ. ବି. (ଆ) —

୧: ଛୋଟ କୁର୍ତା — ୧. Small coat.

୨: ସ୍ତ୍ରୀ ଲୋକଙ୍କ ମୁଣ୍ଡଗଳା ଜାମା — ୨. A small shirt for females.