Jump to content

କୁର୍ଦନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁର୍ଦନ
ଉଚ୍ଚାରଣ: Kurdana

ସଂ. ବି. (କୁର୍ଦ ଧାତୁ= କ୍ରୀଡ଼ା କରିବା+ଭାବ. ଅନ) —

୧: କୁଦିବା; ଡେଇଁବା —୧. Leaping.

୨: ଆସ୍ଫାଳନ —୨. Bragging.

୩: କ୍ରୀଡ଼ା —୩. Play; sport.