Jump to content

କୁର୍ପର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁର୍ପର
ଉଚ୍ଚାରଣ: Kurpara

ସଂ. ବି. (କୁର୍ ଧାତୁ=ଛେଦନ କରିବା+ସଂଜ୍ଞାର୍ଥେ. ପର) —

୧: କଫୋଣି; କହୁଣି —୧. Elbow.

୨: ଜାନୁ; ଆଣ୍ଠୁ —୨. Knee.