Jump to content

କୁର୍ପାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁର୍ପାସ
ଉଚ୍ଚାରଣ: Kurpāsa

ସଂ. ବି. (କୁର୍ପର=କହୁଣି+ଅସ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ; ଏହାର ହାତ କହୁଣି ପର୍ଯ୍ୟନ୍ତ ଲାଗି ଥିବାରୁ) —

କଞ୍ଚୁଳିକା; କାଞ୍ଚେଲା; କାଞ୍ଚଲା; ଜାକେଟ୍ — A female jacket; a quilted jacket; cuirass; bodice.