କୁର୍ବାନି
ଦେଖଣା
କୁର୍ବାନି —
ଉଚ୍ଚାରଣ: Kurbāni
কোর্বানি
कुरबानो
ବୈଦେ. (ଆ) ବି —
ଈଶ୍ବରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ବଳିଦାନ କ୍ରିୟା — Sacrifice of animals as an offering to God.
[ଦ୍ର—ମୁସଲମାନ୍ମାନେ ବକ୍ରୀଦ୍ ପର୍ବରେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଗୋରୁ, ଛେଳି, ଓଟ ଓ ଦୁମ୍ବା କୁର୍ବାନି କରନ୍ତି ଓ ଅନ୍ୟ ସମୟରେ ମଧ୍ୟ କୁକୁଡ଼ା ଓ ପଶୁଆଦି ମାନସିକ କରନ୍ତି]