କୁର୍ବାନ୍
ଦେଖଣା
କୁର୍ବାନ୍ —
ଉଚ୍ଚାରଣ: Kurbān
কোর্বান
कुरबान
ବୈଦେ. (ଆ) ବିଣ —
୧: ପରମେଶ୍ବରଙ୍କ ଉଦ୍ଦେଶ୍ୟରେ ବଳି ଦିଆଯିବା (ପଶୁ) — ୧. (animal) Sacrificed to God.
୨: ବଳି ପାଇଁ ଉତ୍ସୃଷ୍ଟ (ଜୀବ) — ୨. (animal) Offered or promised to be offered as a sacrifice to God.