Jump to content

କୁର୍ମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁର୍ମା
ଉଚ୍ଚାରଣ: Kurmā

ପ୍ରାଦେ. (ସମ୍ବଲପୁର) ବି. (ସଂ. କୁଟୀର) —

ଛୋଟ କୁଡ଼ିଆ ଘର —Small cottage.

ତୋର୍ କୁର୍ମା ଫାଟେ ତୁଟେ ମୋର୍ କୁର୍ମା ଗରଜି ଉଠେ—ଶିଶୁଗୀତ