କୁଲକ୍ଷଣ
ଦେଖଣା
କୁଲକ୍ଷଣ —
ଉଚ୍ଚାରଣ: Kulakshaṇa
(କୁଲକ୍ଷଣା—ସ୍ତ୍ରୀ)
(ସୁଲକ୍ଷଣ—ବୀପରିତ)
ସଂ. ବିଣ. ଫୁ. (ବହୁବ୍ରହୀ; କୁ+ଲକ୍ଷଣ) —
ମନ୍ଦ ଲକ୍ଷଣଯୁକ୍ତ —Having bad signs; ominouse.
ସଂ. ବି. —
୧: ଅମଙ୍ଗଳସୂଚକ ଚିହ୍ନ — ୧. Omen's bad symptom.
୨: ବଦ୍ଚାଲ୍; ମନ୍ଦ ଆଚରଣ — ୨. Bad conduct.