Jump to content

କୁଲକ୍ଷଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲକ୍ଷଣୀ
ଉଚ୍ଚାରଣ: Kulakshaṇī
कुलच्छनी

ଦେ. ବିଣ. ସ୍ତ୍ରୀ. (ସଂ. କୁଲକ୍ଷଣା) —

୧: କୁଲକ୍ଷଣଯୁକ୍ତା (ସ୍ତ୍ରୀ); ଅଲକ୍ଷଣୀ — ୧. (woman) Having bad traits.

୨: ଦୁରାଚାରିଣୀ (ସ୍ତ୍ରୀ) — ୨. (woman) Of bad conduct.