Jump to content

କୁଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲା
ଉଚ୍ଚାରଣ: Kulā
কুলা सुप; डगडा; छाज

ସଂ. ବି (ସଂ. କୁଲ୍ୟ; ତୁଳ. ପା. କୁଲ୍ଲା) —

୧: ଶସ୍ୟାଦି ପାଛୁଡି ତୁଷ, ଧୂଳିଆଦି ବ୍ୟବହାର କରି ଦେବା ନିମିତ୍ତ ବାଉଁଶ ପାତିଆ— ନିର୍ମିତ ହାତିକାନ ପରି ଚଉଡ଼ା ପାତ୍ର; ସୂର୍ପ —୧. A fan to winnow corn; winnowing fan.

କୂଲା ସମ ଯେ ଜିଭ ଗୋଟିଏ ଳମ୍ଭାଇ ସୃକ୍ବଣୀ ବେନିତଟେ ଦିଅଇ ବୁଳାଇ କୃଷ୍ଣସିଂହ. ମହାଭାରତ. ବନ

কোযা कोया

୨: କୋଲା; ଲେମ୍ବୁ ଆଦିର ଚିରୁଡା — ୨. A pod or seed_vessel of lemon.