Jump to content

କୁଲାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲାଇବା
ଉଚ୍ଚାରଣ: Kuḻāibā
কুলান্ आंटेना

ସଂ. କ୍ରି (ବଙ୍ଗଳାରୁ ଅନୂକୃତ) —

ଆଣ୍ଟିବା; ପର୍ୟାପ୍ତ ହେବା; ପୋଷେଇବା —To suffice.

ଚାକିରିରେ ପୂଣି ମିଳେ ୟା କଉଡ଼ି କିଣିବାକୁ ତହିଁ ନ କୁଳାଏ ମୁଢ଼ି ଭିକାରି. ଗୀତଲହରି