କୁଲାଏର୍ ବୁଢ଼ୀ
ଦେଖଣା
କୁଲାଏର୍ ବୁଢ଼ୀ —
ଉଚ୍ଚାରଣ: Kulāer buṟḍ̠ẖī
ପ୍ରାଦେ. (ସମ୍ବଲପୁର୍) ବି. (ତୁଳ. ହି. ଠଗିନ୍ ବୁଢ଼ିୟା) —
ପିଲାମାନଙ୍କୁ ଡରାଇବା ପାଇଁ ସ୍ତ୍ରୀଲୋକମାନେ ଉଲ୍ଲେଖ କରିବା କାଳ୍ପଳିକ ରାକ୍ଷସୀ — An imaginary hag described by women to frighten children into submission.