କୁଲାବୁଲା
ଦେଖଣା
କୁଲାବୁଲା —
ଉଚ୍ଚାରଣ: Kulābulā
ଦେ. ବି —
କୌଣସି ବସ୍ତୁ ଚୋରି ଗଲେ ଚୋରର ନାମ ଜାଣିବା ନିମନ୍ତେ ଗୋଟିଏ କୁଲାକୁ କଉଁଚି ବା କଣ୍ଟାମୁନ ଉପରେ ରଖି ମନ୍ତ୍ର ପଢ଼ି ୟାହା ନାମ ଧରିଲାକ୍ଷଣି କୁଲାଟା ବୁଲିଯାଏ ସେହି ବ୍ୟକ୍ତି ଚୋର ପ୍ରକାଶିତ ହୁଏ, ଏପରି ରୀତିରେ ଯେ ଚୋର ଧରେ —One who performes the process of finding out the name of a thief by means of winnoeing fan revolving on a point of a nail or seassor.