କୁଲାଳଚକ୍ର
ଦେଖଣା
କୁଲାଳଚକ୍ର —
ଉଚ୍ଚାରଣ: Kulāḻachakra
ସଂ. ବି(୬: ଷ୍ଠି ତତ୍; କୁଲାଲ+ଚକ୍ର) —
କୁମ୍ଭାର ହାଣ୍ଡି ଓ କଳସି ଆଦିକୁ ଯେଉଁ ଚକ୍ର ସାହାଯ୍ୟରେ ସମ- ଗୋଲାକାର କରି ଗଢ଼େ —Potter's wheel
ପରପୁରଞ୍ଜୟୀ ଶୂର ଅମର୍ଷର ଅସି ବୁଲାଇ କୁଲାଳଚକ୍ର ପ୍ରାଯେ ସେ ସଂଗ୍ରାମେ—ରାଧାନାଥ. ମହାୟାତ୍ରା