କୁଲିଆ
ଦେଖଣା
କୁଲିଆ —
ଉଚ୍ଚାରଣ: Kuliā
ଦେ. ବି —
ମୁଲିଆ — A cooly or day labourer.
ପ୍ରାଦେ. (ସମ୍ବଲପୁର) ବି.—(ସଂ. କ୍ରୋଷ୍ଟ) —
ବିଲୁଆ; ଶୃଗାଳ — Jackal.
କୁଲିଆ —
ଉଚ୍ଚାରଣ: Kuliā
ଦେ. ବି —
ମୁଲିଆ — A cooly or day labourer.
ପ୍ରାଦେ. (ସମ୍ବଲପୁର) ବି.—(ସଂ. କ୍ରୋଷ୍ଟ) —
ବିଲୁଆ; ଶୃଗାଳ — Jackal.